Ind vs Aus Virender Sehwag says he is ready to play Brisbane test against Australia

Ind vs Aus: ବିରେନ୍ଦର ସେହୱାଗ ବିସିସିଆଇକୁ କରିଛନ୍ତି ଏହି ଅନୁରୋଧ, ଭାରତର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ବିସିସିଆଇକୁ ମାଗିଛନ୍ତି ଅନୁମତି ।

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଆଘାତ ସହ କ୍ରମାଗତ ଭାବରେ ସଂଘର୍ଷ କରୁଛି । ଭାରତର ପୂର୍ବତନ ଓପନର୍ ବିରେନ୍ଦର ସେହୱାଗ ମଧ୍ୟ ଏଥିପାଇଁ ଚିନ୍ତିତ ଅଛନ୍ତି ଏବଂ ଗତ ଟେଷ୍ଟରେ ପୁଣି ଥରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିବାକୁ …

Read More