
ବ୍ୟାଟିଂକୁ ନେଇ ସେହ୍ୱାଗ ଏବଂ ଚାପେଲଙ୍କ ମଧ୍ୟରେ ଲଢେଇ, ଏହି ଷ୍ଟାର ଖେଳାଳି କଲେ ହସ୍ତକ୍ଷେପ। ପଢନ୍ତୁ ପୁରା ମାମଲା।
ବୀରେନ୍ଦ୍ର ସେହ୍ୱାଗ କହିଲେ ଯେ”ଇଣ୍ଟରନେସନାଲ କ୍ରିକେଟରେ ଆପଣଙ୍କୁ କୌଣସି କୋଚ୍ ର ଆବଶ୍ୟକତା ନଥାଏ,କେବଳ ଜଣେ ବନ୍ଧୁର ଆବଶ୍ୟକତା ରହିଥାଏ,ଯିଏ ଆପଣଙ୍କୁ ଭଲଭାବେ ମ୍ୟାନେଜ କରିପାରିବ। ମାତ୍ର ଚ୍ୟାପଲ୍ ସମ୍ପୂର୍ଣ୍ଣରୂପେ ଓଲଟା ଥିଲେ। ସେ ସେହ୍ୱାଗଙ୍କର ଫୁଟ୍ ୱାର୍କ ବଦଳେଇବାକୁ ଚେଷ୍ଟା …
Read More