
କରୋନା ବେଳେ ଶିଶୁଙ୍କର ଅଧିକ ଯତ୍ନ ନିଅନ୍ତୁ: ୟୁନିସେଫ୍
କରୋନା ମହାମାରୀ ମଧ୍ୟରେ ପିତାମାତାଙ୍କ ଯତ୍ନ ସହିତ ଶୈଶବ ବିକାଶକୁ ଅଧିକ ଗୁରୁତ୍ବ ଦେବାକୁ ୟୁନିସେଫ୍ ଆହ୍ବାନ କରିଛି । ଶିଶୁ ମୃତ୍ୟୁହାର କମାଇବା, ସେମାନଙ୍କ ବିରୁଦ୍ଧରେ ହିଂସାକୁ ରୋକିବା ଓ ଦୀର୍ଘମିଆଦି ଭିତ୍ତିରେ ଆର୍ଥିକ ସୁଧାର ଓ ଉତ୍ପାଦକତା ବଢାଇବା …
Read More