
ମଧ୍ୟପ୍ରଦେଶର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ।
ଆଗାମୀ ଦିନରେ ମଧ୍ୟପ୍ରଦେଶରେ ୨୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି, ଏନେଇ ସରଗରମ ରହିଛି ମଧ୍ୟ ପ୍ରଦେଶ ରାଜନୀତି । ଏହି ନିର୍ବାଚନରେ ଜିତି ଗାଦି ହାତେଇବାକୁ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି ଉଭୟ ବିଜେପି-କଂଗ୍ରେସ ଦଳ । …
Read More