
ସରକାରଙ୍କୁ ୨୦୦ ଟଙ୍କାରେ ମିଳିବ କରୋନା ଟୀକା କିନ୍ତୁ ବାହାରେ ୫ ଗୁଣା ଅଧିକ ଟଙ୍କାରେ ବିକ୍ରି କରାଯିବ କରୋନା ଟୀକା, ଜାଣନ୍ତୁ ବାହାରେ କେତେ ଟଙ୍କାରେ ବିକ୍ରିହେବ ଟୀକା ?
ଅଦାର ପୁନାୱାଲା କହିଛନ୍ତି କି ପ୍ରଥମ ୧୦୦ ମିଲିୟନ ଡୋଜର ଦାମ ୨୦୦ ଟଙ୍କା ହେବ। ସେ କହିଛନ୍ତି କି ଆମେ ଗରିବ,ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସାହାଯ୍ୟ ପାଇଁ ଏପରି କରୁଅଛୁ। ଏହାପରେ ବେସରକାରୀ ବଜାରରେ ଏହାର ମୂଲ୍ୟ ୧୦୦୦ …
Read More