
ଭାରତରେ ପ୍ରଥମ ଫେଜରେ ୩୧ କୋଟି ଲୋକଙ୍କୁ ଦିଆଯିବ କରୋନା ଭାକ୍ସିନ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ । ଜାଣନ୍ତୁ କିଏ ପାଇବେ କରୋନା ଭାକ୍ସିନ ।
କରୋନା ଭାକ୍ସିନ ଆସିବା ପୂର୍ବରୁ ଭାରତର ପ୍ରାୟରିଟି ଗ୍ରୁପ ପ୍ରସ୍ତୁତ ସରିଲାଣି। ପ୍ରଥମ ଫେଜରେ ୩୧ କୋଟି ଲୋକଙ୍କୁ ଦିଆଯିବ କରୋନା ଭାକ୍ସିନ। ଏଥିରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ୫୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ କମ ବୟସର ପିଲା ସାମିଲ …
Read More