
IND vs AUS: ସିଡନୀରେ ଭାରତ କଲା ଏହି ଚମତ୍କାର, ତୃତୀୟ ଟେଷ୍ଟ ହେଲା ଡ୍ର । ଜାଣନ୍ତୁ ଏହି ଚମତ୍କାର ପାଇଁ କିଏ ଥିଲେ ହିରୋ ।
ପ୍ରଥମ ଦଳରେ ପରାଜୟକୁ ଏଡାଇବା ପାଇଁ ଚେତେଶ୍ୱର ପୂଜାରା ଏବଂ ରୀଷଭ ପନ୍ତ ୧୪୮ ରନ୍ ଭାଗିଦାରୀ କରିଥିଲେ, ତା’ପରେ ଆର ଅଶ୍ୱିନ୍ ଏବଂ ହନୁମା ବିହାରୀ ପାଚେରୀ ପରି ଛିଡା ହୋଇ ଚମତ୍କାର କରିଥିଲେ । ରୀଷଭ ପନ୍ତ, ଚେତେଶ୍ୱର …
Read More