
ରଜ ପୂର୍ବରୁ ଡରାଇଲା କରୋନା: ଦିନକରେ କଟକ ଜିଲ୍ଲାରୁ ୯୨ ପଜିଟିଭ୍ ଚିହ୍ନଟ ।
ରଜର ଠିକ୍ ଦିନଟେ ପୂର୍ବରୁ କଟକବାସୀଙ୍କୁ ଡରାଇଛି କରୋନା । ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ରେକର୍ଡ କରିଛି । ଦିନକରେ ୯୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ନିଶ୍ଚିନ୍ତକୋଇଲି ବ୍ଲକ୍ରୁ ୪୩ ଜଣ ଏବଂ ନରସିଂହପୁର ବ୍ଲକ୍ରୁ …
Read More