
ଆଇପିଏଲ୍ ୨୦୨୦: ପୂର୍ବତନ ଭାରତୀୟ କ୍ରିକେଟର ଧୋନିଙ୍କୁ ନେଇ ଦେଲେ ବଡ ବୟାନ, ୧୫ କୋଟି ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଏମଏସ ଧୋନିଙ୍କୁ କରିପାରେ ରିଲିଜ!
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ଆରମ୍ଭ ପୂର୍ବରୁ ମେଗା ନିଲାମ ହେଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମହେନ୍ଦ୍ର ସିଂ ଧୋନିଙ୍କୁ ମୁକ୍ତ କରିବା ଉଚିତ ବୋଲି ଭାରତର ପୂର୍ବତନ ଓପନର୍ ଆକାଶ ଚୋପ୍ରା କହିଛନ୍ତି । ଚୋପ୍ରା କହିଛନ୍ତି …
Read More