ପୁଣି ବାତିଲ ହେଲା DL ଓ LL ସ୍ଲଟ ବୁକିଂ, ସ୍ଲଟ ବୁକିଂ ବାତିଲ କଲେ ରାଜ୍ୟ ସରକାର ।

ପୁଣି ବାତିଲ ହେଲା DL ଓ LL ସ୍ଲଟ ବୁକିଂ, ସ୍ଲଟ ବୁକିଂ ବାତିଲ କଲେ ରାଜ୍ୟ ସରକାର ।

କରୋନା କଟକଣା ପରେ ପୁଣି ଆରମ୍ଭ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଲଟ ବାତିଲ ହେଲା । ଗହଳି ପାଇଁ ଡିଏଲ ଓ ଏଲଏଲ ସ୍ଲଟ ବାତିଲ କରିଛନ୍ତି ସରକାର । ଏନେଇ ସାନି ବିଜ୍ଞପ୍ତି ଜାରି କରିବେ ରାଜ୍ୟ ସରକାର …

Read More