ଭାରତକୁ ଲାଗିଲା ଆଉ ଏକ ବଡ଼ ଝଟକା । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବାହାର ହେଲେ ଏହି ଷ୍ଟାର ଖେଳାଳି ।

ଅଷ୍ଟ୍ରେଲିଆ ବିପକ୍ଷ ସଡ୍ନୀରେ ଚାଲୁରହିଥିବା ତୃତୀୟ ଟେଷ୍ଟରେ ଶନିବାରକୁ ବାମ ହାତରେ ଆହତ ପରେ ଫ୍ୟାକ୍ଟର ଓ ଡିସଲୋକେସନ କାରଣରୁ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବାହାର ହୋଇଯାଇଛନ୍ତି। ଭାରତର ପ୍ରଥମ ପାଳିରେ ମିଚେଲ …

Read More