
ଖୁସିଖବର କରୋନା ପାଇଁ ଔଷଧ ପ୍ରସ୍ତୁତ କଲା ଭାରତୀୟ କମ୍ପାନୀ, ଜାଣନ୍ତୁ ମୂଲ୍ୟ ଏବଂ କେମିତି ମିଳିବ ।
ଭାରତୀୟ ଫାର୍ମା କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଶନିବାର ଦିନ କହିଛି ଯେ ଏହା ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିର ଆରମ୍ଭ କରିଛି । କମ୍ପାନୀ ଏହି ଔିଷଧର ନାମ ଫାବିଫ୍ଲୁ ରଖିଛି । ଯାହାକି କୋଭିଡ -୧୯ ରେ ସାମାନ୍ୟ ସଂକ୍ରମଣ ହୋଇଥିବା …
Read More