
Google Pay: ଗୁଗୁଲ୍ ପେ ରୁ ଆଉ ଆପଣ ମାଗଣାରେ ଟଙ୍କା ପଠାଇ ପାରିବେ ନାହିଁ, ଟ୍ରାନ୍ସଫର ପାଇଁ ଦେବାକୁ ପଡିବ ଚାର୍ଜ । ଜାଣନ୍ତୁ ସମ୍ପୂର୍ଣ ଖବର ।
ସର୍ବାଧିକ ବ୍ୟବହୃତ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ ମାଧ୍ୟମରେ ମାଗଣାରେ ଟଙ୍କା ଟ୍ରାନ୍ସଫର କରିବାକୁ ସମର୍ଥ ହେବ ନାହିଁ । ଗୁଗୁଲ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ପାଇଁ ଚାର୍ଜ ଦେବାକୁ ପଡିବ । ଜାନୁୟାରୀ ୨୦୧୧ ରୁ ଗୁଗୁଲ୍ ପେ …
Read More