
ନିଜ ୩୪ତମ ଜନ୍ମଦିନରେ ସୁରେଶ ରାଇନା କରିବେ ଏହି ପୁଣ୍ୟକାର୍ଯ୍ୟ, ଜାଣି ଖୁସି ହୋଇଯିବେ ପ୍ରଶଂସକ ।
ସୁରେଶ ରାଇନା ଅଣସରକାରୀ ସଂଗଠନ ଗାର୍ସିୟା ରାଇନା ଫାଉଣ୍ଡେସନର ସହଯୋଗରେ ନିଜର ଏହି କାର୍ଯ୍ୟ ଆରମ୍ଭ କରିବେ। ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ଶୁକ୍ରବାରକୁ ୩୪ ବର୍ଷର ହୋଇଯିବେ। ରାଇନା ନିଜ ଜନ୍ମଦିନରେ ଉତ୍ତରପ୍ରଦେଶ,ଜାମ୍ମୁ ଓ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର(ଏନସିଆର)ର …
Read More