
ପୂର୍ବ ଭାରତୀୟ ଓପନର KKR ଏବଂ ଗିଲଙ୍କ ନେଇ ଦେଲେ ବଡ଼ ବୟାନ। ଏବେ ଚାରିଆଡେ ପାଲଟିଛି ଚର୍ଚ୍ଚାର ବିଷୟ।
ଆଇପିଏଲର ୧୪ତମ ସଂସ୍କରଣ ପାଇଁ ୧୮ ଫେବୃଆରୀକୁ ମିନି-ନିଲାମୀ ହେବାକୁ ଯାଉଛି। ଏହି ନିଲାମୀରେ ଷ୍ଟିବ ସ୍ମିଥ,ଡେଭିଡ ମଲାନ,ମିଶେଲ ଷ୍ଟାର୍କ,କେମରନ ଗ୍ରୀନ ଏବଂ ଶାକିବ ହଲ ହସନଙ୍କ ସହିତ କେତେକ ତାରକା ଖେଳାଳୀଙ୍କ ପାଇଁ ଟିମମାନେ ବୋଲି ଲଗାଇବେ। ଭାରତୀୟ ଦଳର …
Read More