
କଙ୍ଗନା ରଣୱାତ “ଗଜନୀ” ସହିତ ତୁଳନା କଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ, କମଲା ହୈରିସଙ୍କ ବିଜୟକୁ କହିଲେ ଐତିହାସିକ ।
ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣୱାତ ଆମେରିକାର ଉପରାଷ୍ଟ୍ରପତି କମଲା ହୈରିସଙ୍କୁ ସପୋର୍ଟ କରିଛନ୍ତି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଏକ ଅଦ୍ଭୁତ ବୟାନ ଦେଇଛନ୍ତି। ସେ ଜୋ ବାଇଡେନଙ୍କୁ ଗଜନୀ ସହିତ ତୁଳନା କରିଛନ୍ତି। ସେହିପରି କମଳା ହୈରିସଙ୍କ ବିଜୟକୁ …
Read More