ଯୁବରାଜଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ନେଇ ତାଙ୍କ ପିତା ଦେଲେ ବଡ଼ ବୟାନ।

ପୂର୍ବ ଭାରତୀୟ କ୍ରିକେଟର ଅଲ ରାଉଣ୍ଡର ଯୁବରାଜ ସିଂ ଭାରତୀୟ ଘରୋଇ କ୍ରିକେଟରେ ନିଜର ଫେରିବା ଆଶା ଜାରି ରଖିଥିଲେ। ମାତ୍ର ବିସିସିଆଇ ନିଜର ନିୟମ ମାନଙ୍କୁ ନଜରରେ ରଖିବାକୁ ଯାଇ ତାଙ୍କର ଏହି ଫେରିବା କଥାକୁ ଖାରଜ କରିଦେଲା। ନିୟମାନୁସାରେ …

Read More