
ଚେନ୍ନାଇ ସୁପରକିଙ୍ଗ୍ସ ରୁ ଏହି ତିନି ଖେଳାଳି ହେବେ ବାହାର, ଧୋନି ଦଳ ନିଲାମରେ ନେବା ନାହିଁ ଏହି ଖେଳାଳିଙ୍କୁ । ଜାଣନ୍ତୁ ସମ୍ପୂର୍ଣ ଖବର ।
ତିନିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲର ୧୩ ତମ ସିଜନ୍ ଏକ ନିରାଶାଜନକ ଘଟଣା । ଆଇପିଏଲ୍ ୨୦୨୦ ରେ ଚେନ୍ନାଇ ସୁପରକିଙ୍ଗ୍ସ କେବଳ ପ୍ଲେ ଅଫ୍ ରେ ପହଞ୍ଚିବାରେ ବିଫଳ ହୋଇଥିଲେ, ପଏଣ୍ଟ ଟେବୁଲରେ ମଧ୍ୟ ସପ୍ତମ …
Read More