
ଭାରତ-ଚୀନ ସୀମା ବିବାଦକୁ ନେଇ ରାହୁଲଙ୍କୁ ଜବାବ ଦେଲେ ଲଦାଖ ସାଂସଦ ଜମୟାଙ୍ଗ ।
ରାହୁଲଙ୍କୁ ଜବାବ ଦେଲେ ଲଦାଖ ସାଂସଦ; କହିଲେ କଂଗ୍ରେସ ସମୟରେ ଭାରତୀୟ ଅଞ୍ଚଳକୁ କବ୍ଜା କରିଛି ଚୀନ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଭାରତ-ଚୀନ ସୀମା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି …
Read More