
ମଦ ବିକ୍ରି କରି ମା’ ପଢ଼ାଇଲେ ପାଠ, ତାପରେ ପୁଅ ରଚିଲା ଇତିହାସ । ଏବେ ତାଙ୍କୁ ଅଫିସର ମାନେ ମାରୁଛନ୍ତି ସାଲୁଟ ।
ଆମ ଦେଶରେ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଏହା ପ୍ରମାଣ କରିଦେଇଛନ୍ତିକି ଜୀବନରେ କିଛିବି କରିକି ଦେଖାଇବା ଅସମ୍ଭବ ନୁହେଁ । କିଛି ଏହିପରି ମହାରାଷ୍ଟ୍ର କୈଡ଼ରର ଆଇଏଏସ ରାଜେନ୍ଦ୍ର ଭରୁଡ଼ବି ଉଦାହରଣ ହୋଇଛନ୍ତି । ରାଜେନ୍ଦ୍ର କେବେବି ନିଜ …
Read More