ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ, ମେଡିକାଲରେ ହେଲେ ଭର୍ତ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହୋଇଛି ହାର୍ଟ ଆଟାକ,କୋଲକତାର ଏକ ମେଡ଼ିକାଲରେ ହେଲେ ଭର୍ତ୍ତି। ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଛାତିରେ ଯନ୍ତ୍ରଣାପରେ କୋଲକତାର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଭାରତୀୟ କ୍ରିକେଟର ପୂର୍ବ ଅଧିନାକୟ ସୌରଭ ଗାଙ୍ଗୁଲି କୋଲକାତାର ବୁଡ଼ଲେର୍ଡସ …

Read More