
୧୫ଦିନରେ ଶ୍ରମିକଙ୍କୁ ଘରକୁ ଫେରାଅ- ସୁପ୍ରିମକୋର୍ଟଙ୍କ ନିର୍ଦେଶ
କରୋନା ଜନିତ ଲକ୍ଡାଉନ୍ ପାଇଁ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି । ଯାହାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ଚାଲିଥିଲା । ପ୍ରବାସୀ ଶ୍ରମିକଙ୍କ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୧୫ ଦିନ ମଧ୍ୟରେ ପ୍ରବାସୀ …
Read More