
ବଡ ଖବର : ରାଜ୍ୟରେ ଆଜିଠୁ ଡବଲ ହେଲମେଟ ବାଧ୍ୟତାମୂଳକ, ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ, ନ ପିନ୍ଧିଲେ ଫାଇନ । ଜାଣନ୍ତୁ ସମ୍ପୂର୍ଣ ଖବର ।
ବାଇକ୍ ଚାଳକ ସାବଧାନ। ନୂଆବର୍ଷର ପ୍ରଥମ ସକାଳ ଠାରୁ ଡବଲ ହେଲମେଟ୍ ବାଧ୍ୟତାମୂଳକ । ଡ୍ରାଇଭର ସହିତ ପିଲିଅନ୍ ହୋଇଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ନୂଆ ନିୟମ ଲାଗୁ ହେବ ଏହା ସହ ଅମାନିଆଙ୍କ ଚାଳକଙ୍କ ବିରୋଧରେ …
Read More