
ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ, ତିନି ମାସରେ ୧୭ ଜଣଙ୍କ ଚାଲିଗଲାଣି ଜୀବନ ।
ମାଲକାନଗିରି ପେଡକୋଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଅଜଣା ରୋଗ ବ୍ୟାପିଛି । ୩ ଦିନରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହାକୁ ମିଶାଇ ଗତ ତିନି ମାସରେ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ର ଜଣାପଡିଛି। ସମସ୍ତ ମୃତକଙ୍କ ଭିତରେ ସମାନ …
ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ, ତିନି ମାସରେ ୧୭ ଜଣଙ୍କ ଚାଲିଗଲାଣି ଜୀବନ । Read More