
ବଡ଼ ଖବର: ଆସୁଛି ଘୁର୍ଣ୍ଣିଝଡ଼। ଏହି ୧୧ଟି ଜିଲ୍ଲାକୁ ୟେଲୋ ଉଆର୍ନିଂ।
ଆସୁଥିବା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ,ଦକ୍ଷିଣ ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଭାଗ ୨୧ ଟି ଜିଲ୍ଲାରେ କାଳବୈଶାଖୀ ,ଘୁର୍ଣ୍ଣିଝଡ଼ ତଥା କିଛି ମାତ୍ରାରେ ବର୍ଷା ହେବାର ଆଶଙ୍କା ରହିଛି। ଏହି ନ୍ୟୁଜ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଇଛି,ଯାହାକି ଭୁବନେଶ୍ୱର ଅବସ୍ଥିତ। …
Read More