ମୋଦୀ ସରକାର ୪୨ କୋଟି ଗରିବଙ୍କ ପାଇଁ ଘୋଷଣା କଲେ ୫୨ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା, modi announced 52 thousand crore for poor people, nitidina, news

ମୋଦୀ ସରକାର ୪୨ କୋଟି ଗରିବଙ୍କ ପାଇଁ ଘୋଷଣା କଲେ ୫୨ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ।

ଅର୍ଥ ମନ୍ତ୍ରଣାଳୟ ବୁଧବାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌(ପିଏମଜିକେପି) ଆଧାରରେ ପ୍ରାୟ ୪୨ କୋଟି ଗରିବଙ୍କ ପାଇଁ ୫୩, ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା ଉପଲବ୍ଧ କରାଇଛନ୍ତି । ସରକାର ଦୁର୍ବଳ ବର୍ଗଙ୍କୁ କୋଭିଡ୍-୧୯ ସଙ୍କଟରୁ ଆଶ୍ଵସ୍ତି ଦେବା ପାଇଁ …

Read More