କେଉଁ କମ୍ପାନୀର ମିଳିବ କୋରନା ଟୀକା, କେତେ ଟଙ୍କାରେ ମିଳିବ ଟୀକା? ସରକାର ଦେଲେ ବଡ଼ ବୟାନ । ଜାଣନ୍ତୁ ସମ୍ପୂର୍ଣ ଖବର ।

ଭାରତରେ ବର୍ତ୍ତମାନ କୋରନାର ଦୁଇଟି ଟିକାକୁ ସବୁଜ ସଙ୍କେତ ଦେଖାଯାଇଛି। ଏହା ଛଡା ରୁଷ ଓ ଚୀନର ଟିକାର ମଧ୍ୟ ଅର୍ଡର ଦିଆଯାଇଛି,ଯାହାର ମୂଲ୍ୟ ସରକାର ମଙ୍ଗଳବାରକୁ ପ୍ରେସ କନ୍ଫରେନ୍ସରେ ଦେଲେ। କୋରନା ଭାଇରସର ପ୍ରଭାବ ଏବେ ଆଗ ଅପେକ୍ଷାରେ ଟିକେ …

Read More