ମୋଦିଙ୍କ ଯୋଗଦାନରେ ଖୁସି ହୋଇ ଟ୍ରମ୍ପ ଦେଲେ ତାଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ, ଜାଣନ୍ତୁ ଭାରତର ପ୍ରତିକ୍ରିୟା କଣ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ପିଏମ ମୋଦିଙ୍କୁ ଏହି ସମ୍ମାନ ଭାରତ-ଆମେରିକାର ରଣନୀତିକ ଭାଗିଦାରୀ ବଢାଇବା ଓ ଭାରତକୁ ବୈଷୟିକ ଶକ୍ତିର ରୂପରେ ପ୍ରକଟିତ କରିବାପାଇଁ ଦିଆଯାଇଛି। ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକାରୀ ରବର୍ଟ ସି …

Read More