
ପୁରୀ ରଥଯାତ୍ରାକୁ ସର୍ତ୍ତ ସହିତ ମିଳିଲା ଅନୁମତି
ରଥଯାତ୍ରା ପାଇଁ ଆସିଲା ଖୁସି ଖବର, ଆଜି ଅପେକ୍ଷାର ଅନ୍ତ ଘଟିଛି । ବଡ ଖୁସିର କଥା ହେଲା ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଶହ ଶହ ବର୍ଷରୁ ହୋଇଆସୁଥିବା ରଥଯାତ୍ରା ଚଳିତବର୍ଷ କେବଳ ପୁରୀରେ କଡା …
Read MoreLive a Limitless Life
ରଥଯାତ୍ରା ପାଇଁ ଆସିଲା ଖୁସି ଖବର, ଆଜି ଅପେକ୍ଷାର ଅନ୍ତ ଘଟିଛି । ବଡ ଖୁସିର କଥା ହେଲା ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଶହ ଶହ ବର୍ଷରୁ ହୋଇଆସୁଥିବା ରଥଯାତ୍ରା ଚଳିତବର୍ଷ କେବଳ ପୁରୀରେ କଡା …
Read Moreରଥଯାତ୍ରା ପାଇଁ ପୁଣି ଆଶା ବଢେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ବିରୋଧ କରି ପିଟିସନ ପରେ ପିଟିସନ ମଧ୍ୟ ଦାଖଲ କରାଯାଇଛି । ସେପଟେ ଆଜିଠାରୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଏବେ ପ୍ରଶ୍ନ ଉଠିଛି କେମିତି ହେବ ରଥଯାତ୍ରା ମାମଲା …
Read Moreକରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟ ଚଳିତବର୍ଷ ରଥ ଯାତ୍ରାକୁ ସ୍ଥଗିତ କରିଛନ୍ତି । ସୁପ୍ରିମକୋର୍ଟର ରଥଯାତ୍ରା ବନ୍ଦ ହେବା ଶୁଣାଣି ପରେ ସମସ୍ତ ଭକ୍ତ ନିରାଶ ହୋଇଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ନେଇକି ପୁନର୍ବିଚାର ପାଇଁ ନିବେଦନ କରାଯାଉ ବୋଲି …
Read Moreରଥଯାତ୍ରା କୁ ନେଇ ସୁପ୍ରିମକୋର୍ଟର ବଡ ରାୟ । ଏବର୍ଷ ରଥଯାତ୍ରାକୁ ବନ୍ଦ କଲେ ସୁପ୍ରିମକୋର୍ଟ । ପୁରୀ ରଥଯାତ୍ରା କୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ବାତିଲ ହେଲା ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା । ରଥ ଗଡିବନି ବଡ ଦାଣ୍ଡରେ । …
Read More