କରୋନା ଲକଡାଉନ୍ ମଧ୍ୟରେ ସାଧାରଣ ନାଗରିକଙ୍କ ପାଇଁ ଭଲ ଖବର ! ଶସ୍ତା ହେଲା ଏହିସବୁ ସାମଗ୍ରୀ ।

କରୋନା ଲକଡାଉନ୍ ମଧ୍ୟରେ ସାଧାରଣ ନାଗରିକଙ୍କ ପାଇଁ ଭଲ ଖବର ! ଶସ୍ତା ହେଲା ଏହିସବୁ ସାମଗ୍ରୀ ।

କରୋନା ମହାମାରୀ ମଧ୍ୟରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ଦାମ୍ ହ୍ରାସ ପାଇଛି । ମନିକଣ୍ଟ୍ରୋଲର ଖବର ଅନୁସାରେ ଗତ ୧ ମାସରେ ଜରୁରୀ କମୋଡିଟି ଯଥା ଚାଉଳ, ଅଟା, ଡାଲି, …

Read More