ବ୍ରିସବେନ ଟେଷ୍ଟକୁ ନେଇ ରିକି ପଣ୍ଟିଂ ଭାରତୀୟ ଟିମ ଉପରେ ଦେଲେ ବଡ଼ ବୟାନ। ଯାହା ଶୁଣି ଏବେ ସମସ୍ତେ ଚକିତ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ବ୍ରିସବେନର ଗାବା ଠାରେ ଅନୁଷ୍ଠିତ ହେବ। ହେଲେ ଏବେ ପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ କି ଭାରତୀୟ ଟିମ ସେଠାକୁ ଯିବ କି ନାହିଁ । ଏବେ ଏମିତି କୁହାଯାଇଛି କି ବ୍ରେସବେନ …

Read More