ଅନ୍ତରୀକ୍ଷରେ ଟ୍ରାନ୍ସଫର୍ମର: ନାସା ବନେଇଲା ଆକାର ବଦଳାଉଥିବା ରୋବଟ। ଏହା କିଛି ବି କରିପାରେ।

ଆମେରିକାର ଅନ୍ତରୀକ୍ଷ ବିଭାଗ ନାଶା ଏକ ଆକାର ପରିବର୍ତ୍ତନ କରି ପାରୁଥିବା ରୋବଟ ବନେଇଛି। ଏହା ଦେଖିବାରେ ଟ୍ରାନ୍ସଫର୍ମର୍ସ ମୁଭିର ରୋବଟ ଭଳି ଅଟେ। ଦେଖିବାରେ ଏହା ଏକ ଚାରି ଚକ ଵାଲା ରୋବଟ ଅଟେ ମାତ୍ର ତାହା କାମ ପଡିଲେ …

Read More