ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଧାୱନ ଅଟନ୍ତି ଏହି ଦଳର ଅଧିନାୟକ ଏବଂ ଇଶାନ୍ତଙ୍କ ପାଇଁ ଆସିଲା ବଡ଼ ସୁଯୋଗ।

ଆଗାମୀ ମାସରୁ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବିସିସିଆଇର ଘରୋଇ ସଂସ୍କରଣ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଟିମ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ଶିଖର ଧବନ ଦିଲ୍ଲୀ ଟିମର ଅଧିନାୟକତ୍ୱ …

Read More