୨ୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ଶକ୍ତ ଝଟକା, ଏହି ଦୁଇ ଷ୍ଟାର ଖେଳାଳି ଦ୍ଵିତୀୟ ମ୍ୟାଚରୁ ହେଲେ ବାହାର।

ଅଷ୍ଟ୍ରେଲିଆର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଡେଭିଡ ୱାରନର ଓ ଦ୍ରୁତ ବୋଲର ସିନ ଆଵର୍ଟ ଦ୍ଵିତୀୟ ଟେଷ୍ଟ ମ୍ୟାଚରୁ ବାହାର ହୋଇଯାଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୬ ଡିସେମ୍ବରରେ ମେଲବର୍ଣ୍ଣ ଠାରେ ଦ୍ଵିତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ ଅଷ୍ଟ୍ରେଲିଆ …

Read More