
ରାଜ୍ୟରେ ଆସିଲା ଅନଲକ୍-୩ର ନୂଆ ଗାଇଡଲାଇନ୍ । କଣ କଣ କଟକଣା ବଳବତ୍ତର ରହିଲା ଜାଣନ୍ତୁ ।
ଅନଲକ୍-୩ରେ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ଯୁ ବଳବତ୍ତର ରହିବ । ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଯାତାୟତ ବନ୍ଦ ରହିବ । କିନ୍ତୁ ରାତ୍ରିକାଳୀନ କର୍ଫ୍ଯୁରେ ଅତ୍ୟାବଶକ ସେବା ଚାଲୁ ରହିବ ଓ ଅତ୍ୟାବଶକ ସେବାରେ ନିୟୋଜିତ କର୍ମଚାରୀ ଯାତାୟତ …
Read More