
IPL ୨୦୨୧: DC VS MI: ମୁମ୍ବାଇକୁ ହରାଇ ପୂର୍ବ ବର୍ଷ ଫାଇନାଲର ପ୍ରତିଶୋଧ ନେଲା ଦିଲ୍ଲୀ। ଏହି ଷ୍ଟାର ଖେଳାଳି ରହିଲେ ମ୍ୟାଚ ୱିନର।
ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୩୭ ରନ ବନାଇଥିଲା। କ୍ୟାପଟେନ ରୋହିତ ଶର୍ମା ପୁଣି ଚମକିଲେ ହେଲେ ସେ ବଡ଼ ସ୍ଲୋର କରିବାରେ ବିଫଳ ରହିଲେ। ସେ ୩୦ ବଲରେ ୩ଟି ଛକା ଏବଂ ୩ଟି ଚଉକା …
Read More