Corona Vaccine

ଧୂମ୍ରପାନ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଖରାପ ହୋଇପାରେ କୋରନା ରୋଗୀଙ୍କ ଫୁସଫୁସ, ଡାକ୍ତରକଲେ ଆଶ୍ଚର୍ଯ୍ୟଜନକ ଖୁଲାସା ।

କୋରନା ଭାଇରସ ପୁରା ଦୁନିଆରେ ହାହାକାର ପ୍ରଚାର କରିଦେଇଛି କିନ୍ତୁ ଏହି ଭାଇରସ ଠାରୁ ଯୁଦ୍ଧ ଜିତିକରି ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଖରାପ ଖବର ଅଛି।ଆମେରିକାର ଟଇସ୍କାସ୍ ଟେକ ୟୁନିଭରସିଟି ହେଲଥ ସାଇନ୍ସ ସେଣ୍ଟରର ଆସିଷ୍ଟାଣ୍ଟ ପ୍ରଫେସର ଡ଼ାଃ ବ୍ରିଟେନି …

Read More

ସାର୍ବଜନିକ ସ୍ଥାନରେ ଧୂମ୍ରପାନ କଲେ ଏଥର ଦେବେ ୨୦୦୦, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

କେନ୍ଦ୍ର ସରକାର ଧୂମ୍ରପାନ କରିବା ନିୟମ ମାନଙ୍କୁ ଶକ୍ତ ବନେଇବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। କେନ୍ଦ୍ର ୧୮ରୁ ୨୧ବର୍ଷ ଯାଏ ସିଗାରେଟ ତଥା ତମ୍ବାକୁ ମାନଙ୍କର ଉତ୍ପାଦ ଉପରେ ଉପଭୋଗ କରିବା ପାଇଁ ଗୋଟେ ଡ୍ରାଫ୍ଟ ଅଥବା ବିଧେୟକ ପ୍ରସ୍ତୁତ …

Read More