
ମଜୁରିଆର ପୁଅ ଟିମ ଇଣ୍ଡିଆରେ ହେଲା ସାମିଲ, ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ଆସିବେ ନଜର ।
ଆଇପିଏଲରେ ସନରାଜଜର୍ସ ହାଇଦ୍ରାବାଦର ୟୋର୍କର ବିଶେଷଜ୍ଞ ରୂପରେ ଟି ନଟରାଜନଙ୍କର ବହୁତ ଚର୍ଚ୍ଚା ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ୱିକେଟ ନେବାପରେ ତାଙ୍କର ନାମ ସମସ୍ତଙ୍କ ମୁହଁରେ ଥିଲା। ବହୁତ ଗରିବ ପରିବାରରୁ ଆସିଥିବା ନଟରାଜନଙ୍କର ଚୟନ ଅଷ୍ଟ୍ରେଲିଆ ସହ ହେବାକୁ …
Read More