
ଭାରତରେ ନିଷିଦ୍ଧ ହେଲା ଲୋକପ୍ରିୟ ଆପ ଟିକଟକ ଏବଂ ୫୯ଟି ଚାଇନିଜ ମୋବାଇଲ ଆପ
ଭାରତରେ ନିଷିଦ୍ଧ ହେଲା ଲୋକପ୍ରିୟ ଆପ ଟିକଟକ । ଭାରତ ସରକାର ଲୋକପ୍ରିୟ ଚାଇନିଜ ଆପ ଟିକଟକକୁ ନିଷିଦ୍ଧ କରିଛନ୍ତି । ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରାଯାଇଛି । ଏସବୁ ଆପକୁ ନେଇ …
Read More