ICC ଠାରୁ ଦଣ୍ଡ ମିଳିବା ପରେ ପେନ ଭାରତର ଏହି ଷ୍ଟାର ଖେଳାଳିଙ୍କୁ କ୍ଷମା ମାଗିଲେ।

ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ ଭାରତୀୟ ସ୍ପିନର ରବି ଅଶ୍ୱିନଙ୍କ ସହ କରିଥିବା ବ୍ୟବହାର ପାଇଁ ତାଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ଉପରେ ଆଇସିସି ତରଫରୁ ସଜା ଲାଗିବା ପରେ ସେ ମଙ୍ଗଳବାର ଦିନ ସେ ପ୍ରେସ କଂଫେରେନ୍ସ ଡକାଇଥିଲେ ଆଉ …

Read More