ଆଇପିଏଲ ୨୦୨୧: ଆସିଲା ବଡ ଅପଡେଟ, ହେବ ମିନି ଅକ୍ସନ, ଦଳକୁ ଦିଆଗଲା ବଡ ଦାୟିତ୍ୱ । ଜାଣନ୍ତୁ ସମ୍ପୂର୍ଣ ଖବର ।

ରିପୋର୍ଟ ଅନୁସାରେ ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ଫେବୁଆରୀର ଦ୍ଵିତୀୟ ସପ୍ତାହରେ ଛୋଟ ନିଲାମୀର ପ୍ରସ୍ତୁତି ହେବ । ଭାରତୀୟ କ୍ରିକେଟ ବୋର୍ଡ ଆଇପିଏଲ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରିପୋର୍ଟ ଅନୁସାରେ ଫେବୁଆରୀ ମାସରେ ଛୋଟ ଆକ୍ସନ ହୋଇପାରେ । …

Read More