ରତନଟାଟାଙ୍କ କାରର କଟିଲା ଚାଲାଣ! ଯାଞ୍ଚ ହେଲା ତ ଜଣାପଡିଲା ଏହି ରୋଚକ କଥା, ନିଶ୍ଚିତ ଜାଣନ୍ତୁ।

ଟାଟା ସଂସ୍ଥାର ଚେୟାରମ୍ୟାନ ରତନ ଟାଟାଙ୍କୁ ମୁମ୍ବାଇ ପୁଲିସ ଟ୍ରାଫିକ ନିୟମର ଉଲଂଘନ ପାଇଁ ଚାଲାଣ କାଟିବାର ମେସେଜ ପଠାଇଲେ ତ ଟାଟା ସମୂହ ଅଧିକାରୀ ହରକତରେ ଆସିଗଲେ। ରତନ ଟାଟା ତାଙ୍କ କାରର ନିୟମ ଉଲଂଘନ ଓ ଜୋରିମାନା ମେସେଜ …

Read More