ରଣଜୀ ଟ୍ରଫି ପାଇଁ ଉତ୍ତରପ୍ରଦେଶର ସମ୍ଭାବିତ ୩୦ ଜଣିଆ ଲିଷ୍ଟ ଆସିଲା, ନାମ ନାହିଁ ଏହି ଷ୍ଟାର ଖେଳାଳିଙ୍କର।

ଏଥିରେ ଅନୁଭବୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଓ ବୋଲର ଭୁବନେଶ୍ୱର କୁମାରଙ୍କ ନାମ ନାହିଁ। ତଥାପି ରାଇନା ଓ ଭୁବନେଶ୍ବର କୁମାର ବାଙ୍ଗାଲୋରରେ ହେବାକୁ ଥିବା ସୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉତ୍ତରପ୍ରଦେଶ ଟିମରେ ଅଛନ୍ତି। ଉତ୍ତରପ୍ରଦେଶ କ୍ରିକେଟ ମଞ୍ଚ …

Read More