
ଆଜତକ୍ ବିତର୍କରେ ଆଙ୍ଗରଙ୍କ ବିବାଦୀୟ ପ୍ରଶ୍ନ – ବିଜେପିର ଶାସନ ହିନ୍ଦୁସ୍ତାନ, ଯେଉଁଠାରେ ବିରୋଧୀଙ୍କ ଶାସନ ସେ ପାକିସ୍ତାନ? ଆସିଲା ଏମିତି ଉତ୍ତର ।
ଏଙ୍କର ଅଞ୍ଜନା ଓମ କଶ୍ୟପ କହିଲେ,”ଏବେ ସାଧବୀ ପ୍ରଜ୍ଞାଙ୍କୁ ମୈଦାନକୁ ଓହ୍ଲାଯାଇଛି। ବଙ୍ଗଳାରେ ନିର୍ବାଚନ ଅଛି ଓ ଏବେ ସାଧବୀ ପ୍ରଜ୍ଞା କହିବେ କଣ ଇଣ୍ଡିଆ ଅଟେ ଓ କଣ ପାକିସ୍ତାନ? ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ର ଅଧକ୍ଷ ଜେପି ନାଡ଼ାଙ୍କ କାଫିଲେ …
Read More