
ଦେଶର ଯୁବକମାନେ ନିଜ ପରିଶ୍ରମ ଦ୍ଵାରା ବଦଳାଛନ୍ତି ଦେଶ,ଆମକୁ ମଧ୍ୟ ସେମାନଙ୍କ ଠୁ ଶିଖିବା ଉଚିତ।
ଆମ ଦେଶ ଭାରତକୁ ଆପଣ ଯୁବକମାନଙ୍କ ଦେଶ ମଧ୍ୟ କହିପାରିବେ। କାରଣ ପରିବର୍ତ୍ତନର ଡୋର ଭାରତର ଯୁବକମାନଙ୍କ ପାଖରେ ହିଁ ଅଛି। ନିଜ କାମ ଦ୍ଵାରା ଏହି ଯୁବକମାନେ ଅନେକ ପରିବର୍ତ୍ତନ କରିବାର କ୍ଷମତା ରଖିଛନ୍ତି। ଯେଉଁଥିରେ ସମାଜର ଭାବନାକୁ ପରିବର୍ତ୍ତନ …
Read More