ଆପଣଙ୍କ ପାଖରେ ୫ ଓ ୧୦ ର ଏହି ମୁଦ୍ରା ଅଛି କି? ଆପଣ ହୋଇପାରିବେ ଲକ୍ଷପତି, ଜାଣନ୍ତୁ କେମିତି ହେବେ ।

ଘରେ ବସି ଯଦି ଆପଣ ଲକ୍ଷପତି ହେବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଖବର ଆପଣଙ୍କ ପାଇଁ ବହୁତ ଖାସ। ଏହାକୁ ଜାଣି ରଖନ୍ତୁ। କୋରନା ଯୋଗୁଁ ଯେଉଁଠି ଚାକିରି ଛାଡି ଯାଇଛି ସେଠି ଆପଣ ଅନଲାଇନରେ ଘରେ ବସି ଲକ୍ଷେ,କୋଟି ଟଙ୍କା କମେଇ ପାରିବେ। ଏହା ପାଇଁ ଆପଣଙ୍କୁ କିଛି ଅଧିକ କାମ କରିବାକୁ ପଡିବ ନାହିଁ।କେବଳ ଆପଣଙ୍କ ପାଖରେ ଏପରି ୫ ଓ ୧୦ ର ମୁଦ୍ରା ରହିବା ଆବଶ୍ୟକ। ଏହି ମୁଦ୍ରାର ଫୋଟୋ ଯଦି ଆପଣ ୱେବସାଇଟରେ ପକେଇବେ, ଏହାର ମୂଲ୍ୟ ଆପଣ ପାଇଯିବେ। ଏହାପରେ ଏହି ମୁଦ୍ରା ଦ୍ୱାରା ଆପଣ ଲକ୍ଷାଧିକ ଟଙ୍କା କମେଇପାରିବେ। ଏବେ ଆମେ ଆପଣଂକୁ ଏମିତି ମୁଦ୍ରା ବିଷୟରେ କହିବୁ ଯାହାଦ୍ଵାରା ଆପଣ ଘରେ ବସି ପଇସା କମେଇପାରିବା।

Google
ଏହି କମ୍ପାନୀରେ ମୁଦ୍ରା ଦେଲେ କମେଇ ପାରିବ ପଇସା :

ଯଦି ଆପଣଙ୍କ ପାଖରେ ଏପରି ୫ ଓ ୧୦ ର ମୁଦ୍ରା ଅଛି,ତ ଏହାକୁ ଆପଣ ଇଣ୍ଡିଆ ମାର୍ଟ ୱେବସାଇଟରେ ପକେଇ ଟଙ୍କା ପାଇପାରିବେ। କିଛି ଲୋକଙ୍କୁ ଏହିପରି ମୁଦ୍ରା ଏକାଠି କରିବାର ଶୌକ ଥାଏ। ଯେଉଁ ମୁଦ୍ରାରେ ମାତା ବୈଷ୍ଣ ଦେବୀଙ୍କ ଫୋଟୋ ଥାଏ ଖାସ କରି ସେହି ମୁଦ୍ରାକୁ ଅଧିକ ଏକାଠି କରନ୍ତି। ଏହି ମୁଦ୍ରା ଏବେ ଆପଣଙ୍କୁ ଲକ୍ଷପତି କରିପାରିବ। ହିଁ ଯଦି ଏପରି ମାତାଜିଙ୍କ ଚିହ୍ନ ଥିବା ମୁଦ୍ରା ଥିବ ସେଠୀରୁ ଆପଣ ଇ କମର୍ସରେ ପକେଇ ପାଖାପାଖି ୧୦ ଲକ୍ଷ ଟଙ୍କା କମେଇପାରିବେ।

ବୈଷ୍ଣବ ମାତାଙ୍କ ଏହି ମୁଦ୍ରା ୨୦୦୨ ରେ ବାହାରି ଥିଲା। ମାତାଙ୍କ ଫୋଟୋ ଥିବା ଏହି ମୁଦ୍ରା ପାଇଁ ଲୋକେ ଲକ୍ଷେ ଟଙ୍କା ମଧ୍ୟ ଖର୍ଚ୍ଚ କରିଦେବେ। ଯଦି ଆପଣଙ୍କ ପାଖରେ ଏପରି ମୁଦ୍ରା ରହିଛି ତେବେ ଆପଣ ତାକୁ ବିକି ମଧ୍ୟ ପଇସା କମେଇପାରିବେ। ମୁଦ୍ରାର ବୋଲି ଲଗେଇବେ ସହିତ ଏଥିରୁ ମୂଳଭାଵ ମଧ୍ୟ କରିପାରିବେ।

Google
୧୦ ର ନୋଟରୁ ମଧ୍ୟ କମେଇପାରିବେ ଅନଲାଇନ ପଇସା:

୫ ଓ ୧୦ ମୁଦ୍ରା ସହିତ ଆପଣ ୧୦ ଟଙ୍କିଆ ନୋଟରୁ ମଧ୍ୟ ଘରେ ବସି ଅନଲାଇନ ଦ୍ୱାରା ପଇସା କମେଇପାରିବେ।ହଁ ଆଜ୍ଞା,ଆପଣଙ୍କ ପାଖରେ ହୁଏତ ଏପରି କିଛି ଖବର ନଥିବ,ହେଲେ ଏହା ସତ। ପ୍ରଥମେ ଯେଉଁ ନୋଟ ତିଆରି ହଉଥିଲା ସେଥିରେ ଅଶୋକ ସ୍ତମ୍ଭ ଥିଲା। ୧୦ ଟଙ୍କିଆ ନୋଟରେ ୩ ମୁହଁ ଥିବା ସିଂହ ଚିତ୍ର ଭଲ ପଇସାରେ ବିକ୍ରି ହୋଇପାରିବ। ଏହାକୁ ବିକି ଆପଣ ପାଖାପାଖି ୨୦ ରୁ ୨୫୦୦୦ ପର୍ଯ୍ୟନ୍ତ ଟଙ୍କା କମେଇପାରିବେ।

କଣ ମୂଲ୍ୟବାନ ଅଟେ ବୈଷ୍ଣବ ମାତାଙ୍କ ଫୋଟୋ ଥିବା ମୁଦ୍ରାରେ:

ଯଦି ମାତା ରାଣୀଙ୍କ ଚିତ୍ର ଥିବା ମୁଦ୍ରା କଥା କୁହାଯାଏ ଏହା ମୂଲ୍ୟବାନ କାହିଁକି? ତ ଆମେ କହିଦେବୁ ଯେ ଯେଉଁ ମୁଦ୍ରାରେ ମାତାଙ୍କ ଚିତ୍ର ଥାଏ,ହିନ୍ଦୁ ଧର୍ମରେ ଲୋକ ତାଙ୍କୁ ବହୁତ ଭାଗ୍ୟବାନ ବୋଲି ମାନନ୍ତି। ବଡ ବଡ ଘରରେ ଲୋକ ଏହି ମୁଦ୍ରାକୁ କିଣିବା ପାଇଁ ଲକ୍ଷ,କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିଦିଅନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *