ବଲିଉଡ ତଥା ଟଲିଉଡ଼ର ଅଭିଜ୍ଞ ଅଭିନେତା ସୋନୁ ସୁଦ ନିଜର ଉପକାରୀ କାମ ପାଇଁ ଏବେ ସମସ୍ତ ଜନତାଙ୍କର ହୃଦୟ ଜିତି ସାରି ଛନ୍ତି। ସେ ନା କେବଳ ଭାରତ ବରଂ ସାରା ଦୁନିଆରେ ଏବେ ଲୋକପ୍ରିୟ ହେଇ ଯାଇଛନ୍ତି। ସୋନୁ ସୁଦ ଗରିବ ମାନଙ୍କର ମସିହା ଭାବେ ସାରା ଦୁନିଆରେ ପରିଚିତ। ସେ ଫିଲ୍ମ ମାନଙ୍କରେ ବିଲେନର ରୋଲ କରୁ ଥିଲେ ବି ଅସଲ ଜୀବନରେ ଜଣେ ହିରୋ ଭାବେ ବାହାରି ଆସିଛନ୍ତି। କରୋନା ସମୟରେ ଅସୁବିଧାରେ ପୀଡିତ ଲୋକ ମାନଙ୍କର ସାହାଯ୍ୟ କରିବା ଦ୍ୱାରା ସେ ସମସ୍ତଙ୍କ ହୃଦୟ ଜିତି ସାରିଛନ୍ତି ଆଉ ଏବେ ଏବେ ସେ ଏକ ଇମୋସ୍ନାଲ ପୋଷ୍ଟ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି।
This is… and this will be..
My Biggest Achievement Till Date.A road in Moga on my mother’s name :
“Prof. Saroj Sood Road”My actual road to success ?
Miss u maa. pic.twitter.com/KiHtfeUK28— sonu sood (@SonuSood) December 31, 2020
ଅଭିନେତା ସୋନୁ ସୁଦ ନିଜ ଜୀବନର କିଛି ସବୁଠୁ ବଡ଼ ଉପଲବ୍ଧି ନିଜର ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି। ଆପଣଙ୍କୁ କହି ରଖୁଛୁ କି ସୋନୁ ସୁଦଙ୍କର ହୋମ ଟାଉନ ପଞ୍ଜାବ ସ୍ଥିତ ମୋଗୋରେ ତାଙ୍କର ସ୍ବର୍ଗୀୟ ମାତା ପ୍ରୋ ସରୋଜ ସୁଦଙ୍କ ନାମରେ ଏକ ସଡକର ନାମ ରଖା ଯାଇଛି। ଏହାର ଖବର ସେ ନିଜର ଫ୍ୟାନ ମାନଙ୍କୁ ଦେଇଛନ୍ତି।
ଅଭିନେତା ସୋନୁ ସୁଦ ନିଜର ସବୁଠୁ ବଡ଼ ଉପଲବ୍ଧି ସେୟାର କରିଛନ୍ତି। ସେ ଏହି ଖବର ସେୟାର କରୁଥିବା ସମୟରେ ବହୁତ ଭାବୁକ ହେଇ ଗଲେ ଆଉ ତାଙ୍କ ଖୁସିର କିଛି ସ୍ତର ହିଁ ରହିଲାନି। ସେ ଏହାର ଖବର ଏକ ଫୋଟୋ ସେୟାର କରିକି ଦେଲେ ଆଉ ଏକ ଭାବୁକ ନୋଟରେ ଲେଖିଲେ। ସେ ନିଜର ଅଧିକାରୀଙ୍କ ଟ୍ୱିଟରରେ ନିଜର କିଛି ସଡକର ଫୋଟୋ ସେୟାର କରିକି କହିଛନ୍ତି ” ଏହା ହି ମୋ ଜୀବନର ସବୁଠୁ ବଡ଼ ଉପଲବ୍ଧି ରହିବ। ମୋଗୋରେ ମୋ ମାଙ୍କ ନାମରେ ଏକ ରାସ୍ତା ଯାହାର ନାମ ହେଉଛି ପ୍ରୋ ସରୋଜ ସୁଦ ରୋଡ଼। ମୋ ସଫଳତାର ସଠିକ ମାର୍ଗ, ମୁଁ ଆପଣଙ୍କୁ ବହୁତ ମିଶ କରୁଛି ମା।”

ନିଜର ଇଂସ୍ଟଗ୍ରାମ ପୋଷ୍ଟରେ ବି ଏହା ସେୟାର କରିକି ସେ କହିଲେ ” ଏକ ଦୃଶ୍ୟ ଯାହାକୁ ମୁଁ ସଦା ବେଳେ ନିଜ ସ୍ୱପ୍ନରେ ଦେଖିଥିଲି। ଏହି ରାସ୍ତା ଯାହା ଉପରେ ମୋ ମା ଜୀବନ ସାରା ଘର ଆଉ ଘରୁ କଲେଜ ଯିବା ଆସିବା କରୁଥିଲେ। ଆଜି ସେହି ରାସ୍ତାରେ ମୋର ମା ଙ୍କର ନାମ ରହିଛି। ଏହା ମୋ ପାଇଁ ବହୁତ ବଡ଼ ଅନୁଭବ ଅଟେ। କାଶ ଆଜି ମୋ ବାପା ଆଉ ମା ଏହି ଦିନ ଦେଖିବା ପାଇଁ ବଂଚି ଥାନ୍ତେ। ମାତ୍ର ଦୁର୍ଭାଗ୍ୟ ବଶତଃ ସେମାନେ ଆଜି ଜୀବନ୍ତ ନାହାନ୍ତି।”
ଆପଣଙ୍କୁ କହି ରଖୁଛୁ କି ଅଭିନେତା ସୋନୁ ସୁଦ ନିଜର ଏକ ବହି ଲଞ୍ଚ କରିଛନ୍ତି ଯାହାର ନାମ “ଆଇ ଆମ ନୋ ମସିହା” ଅଟେ। ଏହା ଭିତରେ ସେ ଲକଡାଉନ ସମୟର କଠିନ ପରିସ୍ଥିତି ବାବଦରେ ଲିଖିତ କରିଛନ୍ତି ଆଉ କହିଛନ୍ତି କି ଲୋକ ମାନଙ୍କର ସାହାଯ୍ୟ କରିବାରେ ତାଙ୍କୁ ବହୁତ ଶାନ୍ତି ମିଳେ। ତାଙ୍କର ଏହି ନୂତନ ପୁସ୍ତକ ପଢିବାକୁ ଫ୍ୟାନ ମାନେ ବହୁତ ଉତ୍ସୁକ ଅଛନ୍ତି। ଲୋକ ମାନଙ୍କୁ ତାଙ୍କର ଲିଖିତ ପୁସ୍ତକ ବହୁତ ପସନ୍ଦ ଆସୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।