ଘରେ ରହିଥିବା ମାଟି ମାଠିଆ ଆଣିବ ଜୀବନରେ ଗୁଡ଼ଲକ, କରିବାକୁ ହେବ ଏହି ଉପାୟ ।

The mud pot kept at home will bring goodluck in life these measures will have to be done, Nitidina

କଣ ଆପଣ ଜାଣିଛନ୍ତି ମାଟିର ମାଠିଆ କେବଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନୁହେଁ ନିଜ ଜୀବନରେ ଖୁସି ପାଇଁ ମଧ୍ୟ ଜରୁରୀ ଅଟେ?,ଆଜ୍ଞା ହଁ ସେହି ମାଟିର ମାଠିଆ ଜୀବନରେ ଗୁଡ଼ଲକ ଆଣିପାରିବ।

5 reasons why you must drink water from a clay pot or 'matka' in summers -  Times of India
Google

ପୁର୍ବ ସମୟରେ ଲୋକ ତାଙ୍କ ଘରେ ମାଟିର ମାଠିଆ ରଖୁଥିଲେ। ପାଣି ପାଇବା ପାଇଁ ଏହାର ବ୍ୟବହାର କରୁଥିଲେ। ଖାସ କରି ଗରମ ଦିନରେ ଏହା ପାଣିକୁ ଥଣ୍ଡା ରଖିଥାଏ ଓ ଶରୀର ପାଇଁ ଏହା ମଧ୍ୟ ଭଲ ହୋଇଥାଏ।

ହେଲେ କଣ ଆପଣ ଜାଣିଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନୁହଁ ବରଂ ଜୀବନରେ ଖୁସି ଆଣିବା ପାଇଁ ଏହା କେତେ ମହତ୍ତ୍ୱ ରଖେ?ଆଜ୍ଞା ହଁ ଏହି ମାଠିଆ ଜୀବନରେ ଗୁଡ଼ଲକ ଆଣିପାରିବ। ଏହା ସମ୍ବନ୍ଧିତ କିଛି ଉପାୟ କଲେ ନା କେବଳ ଏହା ଆର୍ଥିକ ସ୍ଥିତି ସୁଦୃଢ କରିଥାଏ ବରଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହାର ଉପକାରୀତା ରହିଛି। ଆମର ଏହି ରିପୋର୍ଟରେ ଆମେ ମାଠିଆ ସହ ଜଡିତ ସେହି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣ ଜୀବନରେ ଖୁସି ଆଣିପାରିବ ଓ ଦୁଃଖ କମ କରିପାରିବ।

ମାଟିର ମାଠିଆ ସହ ଜଡ଼ିତ ଖାସ କଥା।
୧. ସବୁବେଳେ ଭରି ରଖନ୍ତୁ ମାଠିଆ:

ଏହି କଥା ସବୁବେଳେ ଧ୍ୟାନ ରଖନ୍ତୁ ମାଠିଆକୁ କେବେ ହେଲେ ଖାଲି ହେବାକୁ ଦିଅନ୍ତୁ ନାହିଁ ବରଂ ଏହାକୁ ସବୁବେଳେ ଭରିକି ରଖନ୍ତୁ। ଏଥିରେ ସବୁବେକେ ପାଣି ଭରା ରହିବା ଦରକାର। କୁହାଯାଏ କି ଯଦି ଆପଣଙ୍କୁ ସୁରାହୀ ନ ମିଳେ ମାଟିର ମାଠିଆ ରଖିବା ଲାଭଦାୟକ ହୋଇଥାଏ ହେଲେ ଧ୍ୟାନରେ ରଖନ୍ତୁ ଏଥିରେ ସର୍ବଦା ପାଣି ଭର୍ତ୍ତି ରହିବା ଜରୁରୀ।

The mud pot kept at home will bring goodluck in life, these measures will have to be done
Google
୨. ଉତ୍ତର ଦିଗରେ ମାଠିଆ ରଖିବା:

ବାସ୍ତୁ ଶାସ୍ତ୍ରରେ ମଧ୍ୟ ମାଠିଆର ମହତ୍ତ୍ୱ କୁହାଯାଇଛି। ଏହା ଅନୁସାରେ ଘରେ ଯଦି ମାଠିଆ ଉତ୍ତର ଦିଗରେ ରୁହେ ତାହାର ଉତ୍ତମ ଫଳ ମିଳେ। କୁହନ୍ତି ଉତ୍ତର ଦିଗ ଜଳ ଦେବତା ମାନେ ବରୁଣ ଦେବତାଙ୍କ ଦିଗ ଅଟେ। ଏଥିପାଇଁ ଉତ୍ତର ଦିଗରେ ରଖିଲେ ଉତ୍ତମ ଫଳ ମିଳେ।

୩. ମାନସିକ ଦୁଃଖ ହୁଏ ଦୂର:

କୁହାଯାଏ ଯେ ମାଠିଆ ପାଣି ଯଦି କିଛି ଵୃକ୍ଷ ମୂଳରେ ଦିଆଯାଏ ତେବେ ମାନସିକ ଚାପ କମ ହୁଏ।ମାନେ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଏହା ଲାଭଦାୟକ ହୋଇଥାଏ।

୪. ଆର୍ଥିକ ଚିନ୍ତା ଦୂର ହୁଏ:

ମାଟିର ମାଠିଆ ମଧ୍ୟ ଆର୍ଥିକ ପରିସ୍ଥିତି ଠିକ କରିଥାଏ।କୁହନ୍ତି ମାଠିଆ ଆଗରେ ଦୀପ ଜଳେଇଲେ ଘରେ ଆର୍ଥିକ ଚିନ୍ତା ଦୂର ହୁଏ। ଯେଉଁ ଘରେ ଆର୍ଥିକ ସ୍ଥିତି ଖରାପ ସେଠି ମାଠିଆ ଆଗରେ ଦୀପ ଜଳେଇବା ଜରୁରୀ।

Health benefits of drinking water from clay pots or Matka - Good for  digestion, metabolism and other functions | Health Tips and News
Google
୫. ସମ୍ପର୍କରେ ରଖିଥାଏ ପ୍ରେମ:

ଯଦି ଘର ସଜେଇବାରେ ଛୋଟ ଛୋଟ ମାଠିଆକୁ ସଜେଇ ରଖାଯାଏ ତେବେ ଘରେ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା,ଖୁସି ଓ ସମ୍ପର୍କରେ ପ୍ରଣୟ ପ୍ରୀତି ରହିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *