୨୦୨୧ ରେ ପ୍ରାୟ ୫୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ RBI ଜାରି କରିଥିବା ଲିଷ୍ଟ ।

୨୦୨୦ ବର୍ଷ ସରିବା ପାଇଁ ଆଉ ମାତ୍ର ଚାରି ଦିନ ବାକି ଅଛି। ନୂଆ ବର୍ଷରେ ପହଂଚିବା ପାଇଁ ଆପଣ ବର୍ଷରେ ବ୍ୟାଙ୍କର ଛୁଟି ମାନ ଚେକ କରି ନିଅନ୍ତୁ। ୨୦୨୧ ରେ ବ୍ୟାଙ୍କ କେତେ ଦିନ ବନ୍ଦ ରହିବ ଏହାର ଏକ ଲିଷ୍ଟ ଜାରି କରାଯାଇଛି। RBI ତରଫରୁ ଏକ ଛୁଟିର ଲିଷ୍ଟ ଜାରି କରାଯାଇଛି। ଏହି ଲିଷ୍ଟ ଅନୁସାରେ ବର୍ଷ ୨୦୨୧ରେ ବ୍ୟାଙ୍କ କେବଳ ୫୬ଦିନ ବନ୍ଦ ରହିବ। ଏଥିରେ ଶନିବାର ଆଉ ରବିବାର ର ବି ଛୁଟି ସାମିଲ ଅଛି।

Google
RBI ଜାରି କରିଦେଲା ଲିଷ୍ଟ:

RBI ଅନୁସାରେ ବ୍ୟାଙ୍କ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଆଉ ଚତୁର୍ଥ ଶନିବାରରେ ବନ୍ଦ ରହେ। ଆର୍ବିଆଇର ୱେବସାଇଟର ଲିଷ୍ଟ ମୁତାବିକ ବ୍ୟାଙ୍କର ଛୁଟି ଅନ୍ୟ ରାଜ୍ୟ ମାନଙ୍କର ଲିଷ୍ଟ ଅନୁସାରେ ନିର୍ଣ୍ଣୟ କରା ଯାଇଛି। କିଛି ଛୁଟି କେବଳ ଜାତୀୟ ସ୍ଥରରେ ବ୍ୟାଙ୍କ ମାନଙ୍କ ପାଇଁ ତୟ କରାଯାଇଛି ତ ଆଉ କିଛି କେବଳ ରାଜ୍ୟ ବ୍ୟାଙ୍କ ମାନଙ୍କ ପାଇଁ କରାଯାଇଛି। ତ ଆସନ୍ତୁ ଜାଣିବା ବ୍ୟାଙ୍କ ମାନଙ୍କର ଛୁଟି ବାବଦରେ।

ଜାନୁଆରୀ:

୧: ଶୁକ୍ରବାର:ନୂଆ ବର୍ଷର ଦିନ
୨: ଶନିବାର: ନିଉ ଇଆର ହୋଲି ଡେ
୯: ଦ୍ୱିତୀୟ ଶନିବାର
୧୧: ସୋମବାର: ମିଶନାରୀ ଡେ
୧୪: ଗୁରୁବାର: ମକର ଶଂକ୍ରାନ୍ତି ଆଉ ପୋମଗଲ
୧୫: ତିରୁବଲ୍ଳଉବର ଡେ ପାଇଁ କିଛି ରାଜ୍ୟ ମାନକରେ ବ୍ୟାଙ୍କ ଛୁଟି ରହିବ
୨୩: ଚତୁର୍ଥ ଶନିବାର
୨୬: ମଙ୍ଗଳବାର ଗଣତନ୍ତ୍ର ଦିବସ

ଫେବୃଆରୀ:

୧୩: ଦ୍ୱିତୀୟ ଶନିବାର
୧୬: ମଙ୍ଗଳବାର : ବସନ୍ତ ପଞ୍ଚମୀ
୨୭: ଚତୁର୍ଥ ଶନିବାର

ମାର୍ଚ୍ଚ:

୧୧: ଗୁରୁବାର:ମହା ଶିବରାତ୍ରି
୧୩: ଦ୍ୱିତୀୟ ଶନିବାର
୨୭: ଚତୁର୍ଥ ଶନିବାର
୨୯: ସୋମବାର: ହୋଲି

ଏପ୍ରିଲ:

୨: ଶୁକ୍ରବାର: ଗୁଡ଼ ଫ୍ରାଇଡେ
୮: ଗୁରୁବାର: ବୁଦ୍ଧ ପୂର୍ଣ୍ଣିମା
୧୦: ଦ୍ୱିତୀୟ ଶନିବାର
୧୪: ଗୁରୁବାର: ବୈଶାଖୀ ଆଉ ଡକ୍ଟର ବି ଆର ଆମ୍ବେଦକର ଜୟନ୍ତୀ।
୨୧: ବୁଧବାର: ରାମ ନବମୀ
୨୪: ଚତୁର୍ଥ ଶନିବାର
୨୫: ରବିବାର : ମହାବୀର ଜୟନ୍ତୀ

Google

ମେ:-

୧: ଶନିବାର: ମଇ ଡେ ଅଥବା ଲେବର ଡେ
୮: ଦ୍ୱିତୀୟ ଶନିବାର
୧୨: ବୁଧବାର : ଇଦ ଉଲ ଫିତର
୨୨: ଚତୁର୍ଥ ଶନିବାର

ଜୁନ:

୧୨: ଦ୍ୱିତୀୟ ଶନିବାର
୨୬: ଚତୁର୍ଥ ଶନିବାର

ଜୁଲାଇ:-

୧୦: ଦ୍ୱିତୀୟ ଶନିବାର
୨୦: ମଙ୍ଗଳବାର: ବକରିଦ/ଇଦ ଉଲ ଅଦହା
୨୪: ଚତୁର୍ଥ ଶନିବାର

ଅଗଷ୍ଟ:

୧୦: ମଙ୍ଗଳବାର:ମହରାମ
୧୪: ଦ୍ୱିତୀୟ ଶନିବାର
୧୫: ରବିବାର: ସ୍ବାଧୀନତା ଦିବସ
୨୨: ରବିବାର: ରକ୍ଷା ବନ୍ଧନ
୨୮: ଚତୁର୍ଥ ଶନିବାର
୩୦: ସୋମବାର: ଜନ୍ମାଷ୍ଟମୀ

ସେପ୍ଟେମ୍ବର:

୧୦: ଶୁକ୍ରବାର- ଗଣେଶ ଚତୁର୍ଥୀ
୧୧: ଦ୍ୱିତୀୟ ଶନିବାର
୨୫: ଚତୁର୍ଥ ଶନିବାର

ଅକ୍ଟୋବର:
୨: ଶନିବାର: ଗାନ୍ଧୀ ଜୟନ୍ତୀ
୯: ଦ୍ୱିତୀୟ ଶନିବାର
୧୩: ବୁଧବାର: ମହା ଅଷ୍ଟମୀ
୧୪: ଗୁରୁବାର: ମହା ନବମୀ
୧୫: ଶୁକ୍ରବାର: ଦଶହରା
୧୮: ସୋମବାର: ଇଦ ଏ ମିଳାନ
୨୩: ଚତୁର୍ଥ ଶନିବାର

Google

ନଭେମ୍ବର:

୪: ଗୁରୁବାର: ଦୀପାବଳି
୬: ଶନିବାର: ଭାଇଦୁଜ
୧୩: ୨ୟ ଶନିବାର
୧୫: ସୋମବାର: ଦୀପାବଳି ହଲି ଡେ
୧୯: ଶୁକ୍ରବାର: ଗୁରୁ ନାନକ ଜୟନ୍ତୀ
୨୭: ଚତୁର୍ଥ ଶନିବାର

ଡିସେମ୍ବର:

୧୧: ଦ୍ୱିତୀୟ ଶନିବାର
୨୫: ଚତୁର୍ଥ ଶନିବାର ଆଉ କ୍ରିସମସ୍ ଛୁଟି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *