ଏହିମାନେ ଅଟନ୍ତି ଦୁନିଆର ୧୦ ଜଣ ସବୁଠୁ ଧନୀ କ୍ରିକେଟର। ନମ୍ବର ୧ ରେ ଅଛନ୍ତି ଏହି ଭାରତୀୟ ପ୍ଲେୟର।

ଆଜି ଆମେ ଆପଣଙ୍କ ପାଖରେ ଦୁନିଆର କିଛି ସବୁଠୁ ଧନୀ କ୍ରିକେଟର ମାନଙ୍କର ନାଁ କହିବାକୁ ଯାଉଛୁ। କ୍ରିକେଟ ଆମ ଦୁନିଆର କିଛି ସବୁଠୁ ଲୋକପ୍ରିୟ ଖେଳ ମାନଙ୍କ ଭିତରୁ ଗୋଟେ ଅଟେ। କ୍ରିକେଟର ମାନଙ୍କୁ କେବଳ ଗୋଟେ କାରଣରୁ ପଇସା ମିଳି ନଥାଏ। ସେମାବେ ମ୍ୟାଚ ଫି ପାଇବା ସହ ଏଡ଼ଭରଟାଇଜମେଣ୍ଟ ତଥା ସ୍ପନ୍ସର କରି ପଇସା କମାନ୍ତି। ଏହି କାରଣରୁ ସେମାନଙ୍କର ସମ୍ପତ୍ତିର ପରିମାଣ ବହୁତ ଅଧିକ ଥାଏ। ତ ଆସନ୍ତୁ ଜାଣିବା କିଛି ସବୁଠୁ ଧନୀ କ୍ରିକେଟର ମାନଙ୍କ ବାବଦରେ ଆଉ ଜାଣିବା କି ସେମାନଙ୍କ ଭିତରୁ କେତେ ଜଣ ଭାରତୀୟ ଅଟନ୍ତି।

Google

୧୦: ଯୁବରାଜ ସିଂ:ଏହି ନାମକୁ ବୋଧହୁଏ କେଉଁ ବି ଭାରତୀୟ କ୍ରିକେଟ ଫ୍ୟାନ କେବେ ଭୁଲି ପାରିବି ନାହିଁ। ଭାରତକୁ ୨୦୦୭ ଟି ଟ୍ୱେଣ୍ଟି ବିଶ୍ୱକପ ତଥା ୨୦୧୧ ବିଶ୍ୱ କପ ଜିତେଇଥିବା ୟୁବରାଜ ସିଂ ନିଜର କ୍ୟାରିୟର ଆରମ୍ଭରୁ ହିଁ ବହୁତ ଲୋକପ୍ରିୟ ହେଇଥିବାରୁ ତାଙ୍କୁ ବହୁତ ବ୍ରାଣ୍ଡ ମାନେ ସ୍ପଂସର କରନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୨୪୫ କୋଟି।

୯: ସେନ ୱାଟସନ: ସେନ ୱାଟସନ ଅଷ୍ଟ୍ରେଲିଆର କିଛି ସବୁଠୁ ମହାନତ୍ତମ ଅଲ ରାଉଣ୍ଡର ମାନଙ୍କ ଭିତରୁ ଜଣେ ଅଟନ୍ତି। ସେ ନିଜ ସମୟରେ ବହୁତ ମ୍ୟାଚ ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ତାଙ୍କର ଲୋକପ୍ରିୟତା ଅଧିକ ଥିବାରୁ ସେ ଅନେକ କମ୍ପାନୀ ମାନଙ୍କର ସହ ପାର୍ଟନରଶିପ କରିଥିଲେ। ତାଙ୍କର ମୋଟ ସମ୍ପତ୍ତି ଅଟେ ୨୭୫ କୋଟି ଟଙ୍କା।

Google

୮:ବିରେନ୍ଦ୍ର ସେହ୍ଵାଗ: ବିରେନ୍ଦ୍ର ସେହ୍ଵାଗ ନାମ ଶୁଣି ହିଁ ବିପକ୍ଷୀ ବୋଲର ମାନଙ୍କର ଝାଳ ବାହାରି ଯାଉଥିଲା। ନିଜର ବିଧ୍ଵଂସକ ବ୍ୟାଟିଂ ପାଇଁ ସେ ବହୁତ ଲୋକପ୍ରିୟ ଥିଲେ ଆଉ ବହୁତ ଲମ୍ବା ସ୍ପଂସରଷିପ କରିଥିଲେ। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୭୭ କୋଟି ଟଙ୍କା।

୭: ସେନ ୱାର୍ଣ: ସେନ ୱାର୍ଣ ଅଷ୍ଟ୍ରେଲିଆ ହି ନୁହଁ ବରଂ ସାରା ଦୁନିଆର କିଛି ସବୁଠୁ ସଫଳ ବୋଲର ମାନଙ୍କ ଭିତରୁ ଜଣେ ଅଟନ୍ତି। ସେ ଦୁନିଆର ଦ୍ୱିତୀୟ ସବୁଠୁ ସଫଳ ବୋଲର ଅଟନ୍ତି। ତାଙ୍କର ଲୋକପ୍ରିୟତା ପାଇଁ ତାଙ୍କୁ ପେପ୍ସି, ଭିକ୍ଟୋରିଆ ଭଳି ଅନେକ କମ୍ପାନୀ ସ୍ପଂସରଷିପ ଦିଅନ୍ତି ଆଉ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ଅଟେ ୩୪୬ କୋଟି ଟଙ୍କା।

Google

୬:ବ୍ରାଏନ ଲାରା:ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ଟେଷ୍ଟ କ୍ରିକେଟ ଇତିହାସରେ ଗୋଟେ ଇନିଂଗ୍ସ୍ ରେ ୪୦୦ ରନ କରିଥିଲେ, ବ୍ରାଏନ ଲାରା ୱେଷ୍ଟ ଇଣ୍ଡିଜର ସବୁଠୁ ଲୋକପ୍ରିୟ କ୍ରିକେଟର ଅଟନ୍ତି ଆଉ ତାଙ୍କ ମୋଟ ସଂଲତ୍ତି ଅଟେ ୪୧୫ କୋଟି ଟଙ୍କା।

୫:ରିକି ପଣ୍ଟିଙ୍ଗ: ରିକି ପଣ୍ଟିଙ୍ଗ ଅଷ୍ଟ୍ରେଲିଆର ମହାନତ୍ତମ ଅଧିନାୟକ ଅଟନ୍ତି। ନିଜର ଅଧିନାୟକତ୍ତ୍ୱ ପାଇଁ ଲୋକପ୍ରିୟ ରିକି ପଣ୍ଟିଙ୍ଗ ବହୁତ ବ୍ରାଣ୍ଡ ମାନଙ୍କର ସ୍ପଂସରଷିପ କରିଛନ୍ତି ଆଉ ତାଙ୍କର ସର୍ବମୋଟ ସମ୍ପତ୍ତି ଅଟେ ୪୫୦ କୋଟି।

Google

୪: ଜ୍ୟାକ କାଲିସ:ଦୁନିଆର ସବୁଠୁ ମହାନତ୍ତମ ଅଲ ରାଉଣ୍ଡର ମାନଙ୍କ ଭିତରୁ ଜଣେ ଜ୍ୟାକ କାଲିସଙ୍କର କ୍ୟାରିଅର ସଫଳତା ଭରା ଥିଲା। ନିଜର ଲୋକପ୍ରିୟତା ପାଇଁ ସେ ଅନେକ ବ୍ରାଣ୍ଡ ମାନଙ୍କର ସ୍ପଂସରଷିପ କରିଥିଲେ ଆଉ ତାଙ୍କର ମୋଟ ସମ୍ପତ୍ତି ୫୦୦ କୋଟି ଟଙ୍କା ଅଟେ।

୩: ବିରାଟ କୋହଲି:-ଆଜିର ସମୟରେ ଦୁନିଆର ସବୁଠୁ ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କର ଆଖ ପାଖରେ ହି କେହି ଥିବ। ସେ ରେକର୍ଡ ମାମଲାରେ ହି ନୁହଁ ବରଂ ବ୍ରାଣ୍ଡ ତଥା ବିଜିନେସ ମାମଲାରେ ବି ବହୁତ ଆଗରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୬୩୮ କୋଟି ଟଙ୍କା ଅଟେ ଆଉ ତାହା ଆଗକୁ ବହୁତ ଜଲଦି ବଢି ବଢି ଚାଲୁଛି।

Google

୨: ଏମ ଏସ ଧୋନୀ: ଭାରତୀୟ କ୍ରିକେଟକୁ ନୂତନ ଭାବେ ଗଢିଥିବା ଧୋନୀ ଭାରତର ସବୁଠୁ ମହାନତମ ଅଧିନାୟକ ଅଟନ୍ତି। ୨୦୦୭ର ବିଶ୍ୱ କପ ଜିତିବା ପରେ ଧୋନୀଙ୍କର ଲୋକପ୍ରିୟତା ବହୁତ ବଢିଗଲା ଆଉ ତାହା ୨୦୧୧ ବିଶ୍ୱ କପ ପରେ ଚାରି ଗୁଣା ହେଇଗଲା। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୭୩୭ କୋଟି ଟଙ୍କା ଅଟେ।

Google

୧: ସଚିନ ତେନ୍ଦୁଲକର: କ୍ରିକେଟର ଭଗବାନ କୁହା ଯାଉଥିବା ସଚିନ ତେନ୍ଦୁଲକର ନିଜର ଲମ୍ବା କ୍ୟାରିୟରରେ ଏତେ ରେକର୍ଡ ବନେଇଛନ୍ତି ଯାହା ଆଜି ବି କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଛି। ସେ ଦୁନିଆର ସବୁଠୁ ଧନୀ କ୍ରିକେଟର ଅଟନ୍ତି ଆଉ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ଅଟେ ୮୧୦ କୋଟି ଟଙ୍କା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *